ପରଜା ସମାଜ ମାଲକାନଗିରି
ପରଜା ସମାଜ ମାଲକାନଗିରି
ଆମ ବିଷୟରେ
ପରଜା ସମାଜ ବିକାଶ ପରିଷଦ ମାଲକାନଗିରି ସ୍ଥାନୀୟ ସମୁଦାୟର ସମଗ୍ର ଉନ୍ନତି ପାଇଁ କାମ କରେ ଆମ ଲକ୍ଷ୍ୟ ହେଉଛି ସମାଜିକ ଏକତା ବଢ଼ାଇବା, ଯୁବ-ୟୁବତୀଙ୍କୁ ସିକ୍ଷା ଓ କୌଶଳରେ ସୁଯୋଗ ଦେବା, ଏବଂ ପାରମ୍ପରିକ ସଂସ୍କୃତି ପରମ୍ପରାକୁ ସୁରକ୍ଷିତ ରଖିବା। ଶିକ୍ଷା ସହାୟତା ଆମେ ପରିବାରମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା କରୁ ।
PDF