ସର୍ବ ପ୍ରଥମେ ଜନଗଣନା କରାଯିବ | ପାଞ୍ଚୟତ ସଭାପତି ଓ ସମ୍ପାଦକ ସଠିକ ତଥ୍ୟ ସଂଗ୍ରହ କରି ଯାଞ୍ଚ ସହ ଏକ ଫୋର୍ମାଟ ରେ ସଠିକ form fillup ସହ ସିଲ ଓ signature କରି society ଜିଲ୍ଲା ସର୍ଭେ ଏଜେଣ୍ଟଙ୍କୁ ସଫଳତାର ସହ submit ପ୍ରଧାନ କରିବେ |
ଦ୍ୱତୀୟରେ ପାଞ୍ଚୟତ ସଭାପତି ଓ ସମ୍ପାଦକ ସଠିକ ତଥ୍ୟ ସଂଗ୍ରହ କରି society ଜିଲ୍ଲା ସର୍ଭେ ଏଜେଣ୍ଟଙ୍କୁ ସଫଳତା ସହ submit ପ୍ରଧାନ କରିଥିବା ଜନଗଣନା ପୋର୍ମାଟ society district admin ନିକଟରେ ନିୟମ ଅନୁଯାଇ ଜିଲ୍ଲା ସର୍ଭେ ଏଜେଣ୍ଟ submit ପ୍ରଧାନ କରିବେ |
ତୃତୀୟରେ society ଜିଲ୍ଲା ସର୍ଭେ ଏଜେଣ୍ଟ ସଫଳତା ସହ submit ପ୍ରଧାନ କରିଥିବା ଜନଗଣନା କରାଯାଇଥିବା ସଠିକ ତଥ୍ୟ ଯାଞ୍ଚ ପୋର୍ମାଟ ଫୋର୍ମ fillup ସହ ସିଲ ଓ signature କୁ society district admin verified କରି approval ସହ district site ରେ upload process କାର୍ଯ୍ୟ କରିବ
ଚତୁର୍ଥରେ district site ରେ ପରଜା ସମାଜ ସମ୍ପ୍ରଦାୟ ଜନଗଣନା ତାଲିକାରେ ସଦସ୍ୟଙ୍କ ସମ୍ପୂର୍ଣ୍ଣ ତଥ୍ୟ upload process କରାଯାଇଛି ସେଠାରେ ଯେଉଁ ମାନଙ୍କର ନାମ ଅଛି ସେଇ ମାନଙ୍କୁ ଜାତି ପ୍ରମାଣ ପତ୍ର ପ୍ରଧାନ କରାଯିବ |
ପଞ୍ଚମରେ district site ରେ ପରଜା ସମାଜ ସମ୍ପ୍ରଦାୟ ଜନଗଣନା ତାଲିକାରେ ଯେଉଁ ସଦସ୍ୟ ମାନଙ୍କର ନାମ ଓ ତଥ୍ୟ upload process କରାଯାଇ ନାହିଁ ସେମାନଙ୍କର ଜାତି ପ୍ରମାଣ ପତ୍ର ପ୍ରଧାନ କରାଯିବ ନାହିଁ |
ଷଷ୍ଟରେ ଜିଲ୍ଲାର ୭ ଗୋଟି ବ୍ଲକ ମଧ୍ୟ୍ୟରେ ଥିବା ସମସ୍ତ ତହସିଲ ଓ RI ଅଧିକାରୀ ସମାଜର ନିୟମ ଅନୁଯାଇ ଯାଞ୍ଚ ପ୍ରକ୍ରିୟା ଦ୍ୱାରା କାର୍ଯ୍ୟ କରିବା ବାଧ୍ୟତାମୂଳକ | ଯଦି କୌଣସି କାର୍ଯ୍ୟ ଯାଞ୍ଚ ପ୍ରକ୍ରିୟା ଦେଇ କାର୍ଯ୍ୟ ନକରାଯାଏ ସମାଜ ଜାଣିବା ମାତ୍ରେ ସମାଜ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ |
ଜାତି ପ୍ରଣାମ ପତ୍ର ପ୍ରଧାନ ନିମନ୍ତେ ଆବଶ୍ୟକ ଜାତି ପରିଚୟ ପତ୍ର ଯାଞ୍ଚ ପରେ ଜାତି ପ୍ରମାଣ ପତ୍ର ପ୍ରଧାନ କରାଯିବ | ଅତବା ରିଜେକ୍ଟ କରାଯିବ | ୧ .ପଞ୍ଜିକରଣ ତାଲିକା ୨ .ଜମି ପୋଟା ୩ .ସମାଜ CERTIFICATE
ପରଜା ସମାଜ ସମ୍ପ୍ରଦାୟ ଜନଗଣାନା ତାଲିକାରେ ଯେଉମାଙ୍କ ନାମ ନାହିଁ ସେମାଙ୍କୁ ସମାଜ ଗୋଷ୍ଟି କେନ୍ଦ୍ରକୁ ଯାଇ ପଞ୍ଜିକରଣ କରିବା ନିମନ୍ତେ ଜଣାଇ ଦିଆଯାଉ
ସର୍ଭେ ଫର୍ମ
ସମାଜ ପତ୍ର
ସମାଜ ଆପ୍ଲିକେଶନ
ସମାଜ ପତ୍ର
କଳାକ୍ଷେତ୍ର ପଞ୍ଜୀକରଣ ଫର୍ମ
ସମାଜ ପତ୍ର
ପରଜା ବହି
ସମାଜ ବହି
ବିଜ୍ଞପ୍ତି
ସମାଜ ବିଜ୍ଞପ୍ତି ୧. ବର୍ତ୍ତମାନ id updet ଅପଲୋଡ କାର୍ଯ୍ୟ କରୁଛି ସମ୍ପୂର୍ଣ ହେଲେ କାର୍ଯ୍ୟ କରିବ
ସମାଜ ନୋଟିସ
ପରଜା ସମାଜ ଏଠାରେ ସମାଜ ସମ୍ପୂର୍ଣ
ସମାଜ ପଞ୍ଜୀକରଣର ସାର୍ଟିଫିକେଟ୍
ସମାଜ କତୃପକ୍ଷ ID CARD
ସମାଜ ସୁବିଧା ଉପଲବ୍ଦ
ସ୍ଥାୟୀ ବାସିନ୍ଦା ସ୍ୱୀକୃତି ପତ୍ର
ଜାତି ପ୍ରମାଣ ପତ୍ର ଭବିଷ୍ୟତରେ ଏଥିରେ କୌଣସି ତୃଟି ଆସିଲେ ଜାତି ପ୍ରମାଣ ପତ୍ର /ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର ପ୍ରଧାନ କାରୀଙ୍କ ନିକଟରେ ସମାଜ ସମ୍ପୂର୍ଣ୍ଣ ରୂପେ ଦାୟୀ ରହିବ , ଏହା ଆପଣଙ୍କ ଗୋଚରାର୍ଥେ ଜଣାଇ ଦିଆଗଲା
ପରଜା ସମାଜ ସମ୍ପୂର୍ଣ୍ଣ ତାଲିକା
ସମାଜ ସମ୍ପୂର୍ଣ୍ଣ ତାଲିକା
ଯଦି ଯେଉଁମାନଙ୍କ DATA ENTRY ଭୁଲ ଅଛି ପୁଣିଥରେ CORRECTION ନିମନ୍ତେ ରିପୋର୍ଟ କରନ୍ତୁ ମୁଁ ପ୍ରସ୍ତୁତ ଅଛି ତା ଜତା ଶିଗ୍ର କାର୍ଯ୍ୟ କରିବା ମୋର କର୍ତ୍ତବ୍ୟ ଅଟେ
REPORT NOWଯଦି ଯେଉଁମାନେ ସମାଜ ନିମନ୍ତେ ଅବଗତ ହେବାକୁ ଚାହୁଛନ୍ତି ସେଥି ନିମନ୍ତେ ସୂଚନା ମୁତାବକ ପ୍ରୟାସ କରନ୍ତୁ
CLICK HEREଯଦି ଯେଉଁମାନଙ୍କର କୌଣସି କାରଣ କିମ୍ବା କୌଣସି ଆବଶ୍ୟକ ଥିଲେ ଅନଲାଇନ visit କିମ୍ବା CALL କରନ୍ତୁ
CALL NOWପରଜା ସମାଜ ବିକାଶ ପରିଷଦ ମାଲକାନଗିରି ମୋବାଇଲ ଆପ୍ଲିକେଶନ ପାଇଁ GOOGLE PLAY STORE ରେ ଇନଷ୍ଟାଲ କରନ୍ତୁ