ନିୟମ ୧

ସର୍ବ ପ୍ରଥମେ ଜନଗଣନା କରାଯିବ | ପାଞ୍ଚୟତ ସଭାପତି ଓ ସମ୍ପାଦକ ସଠିକ ତଥ୍ୟ ସଂଗ୍ରହ କରି ଯାଞ୍ଚ ସହ ଏକ ଫୋର୍ମାଟ ରେ ସଠିକ form fillup ସହ ସିଲ ଓ signature କରି society ଜିଲ୍ଲା ସର୍ଭେ ଏଜେଣ୍ଟଙ୍କୁ ସଫଳତାର ସହ submit ପ୍ରଧାନ କରିବେ |

1/5/2026
 

ନିୟମ ୨

ଦ୍ୱତୀୟରେ ପାଞ୍ଚୟତ ସଭାପତି ଓ ସମ୍ପାଦକ ସଠିକ ତଥ୍ୟ ସଂଗ୍ରହ କରି society ଜିଲ୍ଲା ସର୍ଭେ ଏଜେଣ୍ଟଙ୍କୁ ସଫଳତା ସହ submit ପ୍ରଧାନ କରିଥିବା ଜନଗଣନା ପୋର୍ମାଟ society district admin ନିକଟରେ ନିୟମ ଅନୁଯାଇ ଜିଲ୍ଲା ସର୍ଭେ ଏଜେଣ୍ଟ submit ପ୍ରଧାନ କରିବେ |

30/5/2026
 

ନିୟମ ୩

ତୃତୀୟରେ society ଜିଲ୍ଲା ସର୍ଭେ ଏଜେଣ୍ଟ ସଫଳତା ସହ submit ପ୍ରଧାନ କରିଥିବା ଜନଗଣନା କରାଯାଇଥିବା ସଠିକ ତଥ୍ୟ ଯାଞ୍ଚ ପୋର୍ମାଟ ଫୋର୍ମ fillup ସହ ସିଲ ଓ signature କୁ society district admin verified କରି approval ସହ district site ରେ upload process କାର୍ଯ୍ୟ କରିବ

30/7/2026
 

ନିୟମ ୪

ଚତୁର୍ଥରେ district site ରେ ପରଜା ସମାଜ ସମ୍ପ୍ରଦାୟ ଜନଗଣନା ତାଲିକାରେ ସଦସ୍ୟଙ୍କ ସମ୍ପୂର୍ଣ୍ଣ ତଥ୍ୟ upload process କରାଯାଇଛି ସେଠାରେ ଯେଉଁ ମାନଙ୍କର ନାମ ଅଛି ସେଇ ମାନଙ୍କୁ ଜାତି ପ୍ରମାଣ ପତ୍ର ପ୍ରଧାନ କରାଯିବ |

15/8/2026
 

ନିୟମ ୫

ପଞ୍ଚମରେ district site ରେ ପରଜା ସମାଜ ସମ୍ପ୍ରଦାୟ ଜନଗଣନା ତାଲିକାରେ ଯେଉଁ ସଦସ୍ୟ ମାନଙ୍କର ନାମ ଓ ତଥ୍ୟ upload process କରାଯାଇ ନାହିଁ ସେମାନଙ୍କର ଜାତି ପ୍ରମାଣ ପତ୍ର ପ୍ରଧାନ କରାଯିବ ନାହିଁ |

15/8/2026
 

ନିୟମ ୬

ଷଷ୍ଟରେ ଜିଲ୍ଲାର ୭ ଗୋଟି ବ୍ଲକ ମଧ୍ୟ୍ୟରେ ଥିବା ସମସ୍ତ ତହସିଲ ଓ RI ଅଧିକାରୀ ସମାଜର ନିୟମ ଅନୁଯାଇ ଯାଞ୍ଚ ପ୍ରକ୍ରିୟା ଦ୍ୱାରା କାର୍ଯ୍ୟ କରିବା ବାଧ୍ୟତାମୂଳକ | ଯଦି କୌଣସି କାର୍ଯ୍ୟ ଯାଞ୍ଚ ପ୍ରକ୍ରିୟା ଦେଇ କାର୍ଯ୍ୟ ନକରାଯାଏ ସମାଜ ଜାଣିବା ମାତ୍ରେ ସମାଜ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ |

15/8/2026
 

ନିୟମ ୭

ଜାତି ପ୍ରଣାମ ପତ୍ର ପ୍ରଧାନ ନିମନ୍ତେ ଆବଶ୍ୟକ ଜାତି ପରିଚୟ ପତ୍ର ଯାଞ୍ଚ ପରେ ଜାତି ପ୍ରମାଣ ପତ୍ର ପ୍ରଧାନ କରାଯିବ | ଅତବା ରିଜେକ୍ଟ କରାଯିବ | ୧ .ପଞ୍ଜିକରଣ ତାଲିକା ୨ .ଜମି ପୋଟା ୩ .ସମାଜ CERTIFICATE

15/8/2026
 

ନିୟମ ୮

ପରଜା ସମାଜ ସମ୍ପ୍ରଦାୟ ଜନଗଣାନା ତାଲିକାରେ ଯେଉମାଙ୍କ ନାମ ନାହିଁ ସେମାଙ୍କୁ ସମାଜ ଗୋଷ୍ଟି କେନ୍ଦ୍ରକୁ ଯାଇ ପଞ୍ଜିକରଣ କରିବା ନିମନ୍ତେ ଜଣାଇ ଦିଆଯାଉ

15/8/2026